Jump to content

କୌଶଳୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୌଶଳୀ
ଉଚ୍ଚାରଣ: K&aline;&uline;ṡaḻī
(କୌଶଳିନୀ—ସ୍ତ୍ରୀ)

ସଂ. ବି. (କୌଶଳ+ଇ) —

କୌଶଳିକା (ଦେଖ) K&aline;&uline;ṡaḻīkā (See)

ଦ. ବିଣ. ପୁଂ. —

୧: ଚତୁର — ୧. Clever.

୨: ଦକ୍ଷ —୨. Skilful.

ଅଶ୍ବ ସଂଚାଳନେ ଅଭୁତ କୌଶଳୀ ରାଧାନାଥ. ଚିଲିକା

୩: ଫନ୍ଦିବାଜ —୩. Tactful; strategic.