Jump to content

କୌଶିକୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୌଶିକୀ
ଉଚ୍ଚାରଣ: K&aline;&uline;ṡikī

ସଂ. ବି. ସ୍ତ୍ରୀ (କୌଶିକ+ସ୍ତ୍ରୀ. ଈ) —

୧: ବିଶ୍ବାମିତ୍ରଙ୍କ ଜ୍ଯେଷ୍ଠା ଭଗିନୀ; ସତ୍ୟବତୀ — ୧. The elder sister of Biṡwāmitra.

୨: ବିହାରର ନଦୀବିଶେଷ — ୨. A river in Biha .

[ ଦ୍ର—କଥିତ ଅଛି ଯେ ବିଶ୍ବାମିତ୍ର ଜ୍ଯେଷ୍ଠା ଭଗିନୀ କୌଶିକୀ ଏ ନଦୀରୂପ ଧାରଣ କରିଛନ୍ତି ସୁବଳଚନ୍ଦ୍ର ]

୩: (ପାର୍ବତୀଙ୍କ ଶରୀର—କୋଷ୍ଟରୁ ବାହାରି ଥିବାରୁ) ଦୁର୍ଗା — ୩. A name of Durgā.

୪: ନାଟ୍ୟଶାସ୍ତ୍ରରେ ରଚନାବିଶେଷ (ୟହିଁର ଅର୍ଥ ଓ ସନ୍ଦର୍ଭ ସହଜବୋଧ୍ୟ) — ୪. An easy style of dramatic composition.