କୌଷେୟ
ଦେଖଣା
(କୌଷେଯରୁ ଲେଉଟି ଆସିଛି)
କୌଷେୟ —
ଉଚ୍ଚାରଣ: K&aline;&uline;sheya
ସଂ. ବିଣ (କୋଷ=ରେସମର ଗୋଟି+ଏୟ) —
୧: କୁଶଙ୍କ ବଂଶୋଭବ — ୨. Descended from Kuṡa.
ସଂ. ବି —
୧: ରେସମ — ୧. Silk
୨: ମାଇପେ ଅଣ୍ଟା ତଳକୁ ପିନ୍ଧିବା ରେସମ ଘାଗରା — ୨. A lower silk garment for women.
୩: କୁଶଙ୍କର ବଂଶଧର — ୩. Iescendant of Kuṡa.