Jump to content

କୌସୁମ୍ଭ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୌସୁମ୍ଭ
ଉଚ୍ଚାରଣ: K&aline;&uline;sumbha

ସଂ. ବିଣ (କୁସୁମ୍ଭ+ଅ) —

କୁସୁମ୍ଭରାଗରଞ୍ଜିତ — Coloured yellow with the petals of sapflower.

ସଂ. ବି —

୧: ବନ୍ୟକୁସୁମ ଫୁଲ — Wild sapflower.

୨: କୁସୁମରାଗରଞ୍ଜିତ ବସ୍ତୁ — ୨. Anything dyed with sapflower.