Jump to content

କ୍ବଚିତ୍କ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ବଚିତ୍କ
ଉଚ୍ଚାରଣ: Kwāchitka
(କ୍ବାଚିତ୍କୀ—ସ୍ତ୍ରୀ)

ସଂ. ବିଣ. ପୁଂ. (କ୍ବଚିତ୍+କ) —

ଅକସ୍ମାତ୍ ବା କ୍ବଚିତ୍ ଦେଖାଯିବା — Found or met with occasionally or somewhere.