କ୍ବଣ୍
ଦେଖଣା
କ୍ବଣ୍ (ଧାତୁ) —
ଉଚ୍ଚାରଣ: Kwaṇ (root)
ସଂ —
୧: (ଅଳଙ୍କାରାଦି) କିଣି କିଣି ଶଦ୍ଦ କରିବା — ୧. To jingle; to tinkle.
୨: ଗୁଣୁ ଗୁଣୁ ଶବ୍ଦ କରିବା — ୨. To warble; to hum
୩: ବାଦ୍ୟ ବଜାଇବା — ୩. To produce a sound with a musical instrument.