କ୍ବଥିତ
ଦେଖଣା
କ୍ବଥିତ —
ଉଚ୍ଚାରଣ: Kwathita
ସଂ. ବିଣ. (କ୍ବଥ୍ ଧାତୁ+କର୍ମ. ତ) —
ସିଦ୍ଧ; ସିଝା ଯାଇଥିବା — Boiled; decocted; stewed.
ସଂ. ବି. —
ମଧୁ ସହିତ ପ୍ରସ୍ତୁତ ମଦ୍ୟବିଶେଷ — A spirituous liquor prepared with honey.