କ୍ବାଟର୍
ଦେଖଣା
କ୍ବାଟର୍ —
ଉଚ୍ଚାରଣ: Kwāṭar
ক্বার্টর
कुआर्टर
ବୈଦେ. ବି. (ଇଂ. କ୍ବାର୍ଟର୍) —
୧: ତିନି ଗୋଟି ମାସର ସମାହାର — ୧. Quarter.
୨: (ଇଂ. କ୍ବାର୍ଟର୍ସ୍)—ଭୃତ୍ୟ ଓ କର୍ମଚାରୀମାନଙ୍କ ବସାଘର — ୨. Quarters of servants and officers.
କ୍ବାଟର୍ —
ଉଚ୍ଚାରଣ: Kwāṭar
ক্বার্টর
कुआर्टर
ବୈଦେ. ବି. (ଇଂ. କ୍ବାର୍ଟର୍) —
୧: ତିନି ଗୋଟି ମାସର ସମାହାର — ୧. Quarter.
୨: (ଇଂ. କ୍ବାର୍ଟର୍ସ୍)—ଭୃତ୍ୟ ଓ କର୍ମଚାରୀମାନଙ୍କ ବସାଘର — ୨. Quarters of servants and officers.