Jump to content

କ୍ବାଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ବାଣ
ଉଚ୍ଚାରଣ: Kwāna

ସଂ. ବି. (କ୍ବାଣ୍ ଧାତୁ+ଅ) —

୧: ଶବ୍ଦ — ୧. Sound .

୨: ଝଣ ଝଣ ଶବ୍ଦ — ୨. Jingling sound.

୩: ବାଦ୍ୟଧ୍ଵନି — ୩. Sound of a musical instrument.