କ୍ବାଥ
ଦେଖଣା
କ୍ବାଥ —
ଉଚ୍ଚାରଣ: Kwātha
ସଂ. ବି. (ବୈଦ୍ୟକ) (କ୍ବାଥ୍ ଧାତୁ+କର୍ମ. ତ) —
ଧୀର ନିଆଁରେ ସିଝାଯାଇଥିବା ଜଳ; ଜଳସିଦ୍ଧ ପାନୀୟ; ପାଚନ —A decoction.
[ ଦ୍ର— ଯେତେଗୁଡ଼ିଏ ଦ୍ରବ୍ୟର ପାଚନ ପ୍ରସ୍ତୁତି କରିବାକୁ ହେବ ସେ ସମସ୍ତର ମିଳିତ ପରିମାଣ ଦୁଇ ତୋଳାରୁ ଅଧିକ ହେବ ନାହିଁ ଏହି ଦୁଇ ତୋଳାଦ୍ରବ୍ୟ ୩୨: ତୋଳା ଜଳରେ ସିଦ୍ଧ କରି ଚତୁର୍ଥାଂଶ (ଆଠ ତୋଳା) ଅବଶିଷ୍ଟ ଥିବ, ଓହ୍ଲାଇ ଛାଣିବ—ଏହାକୁ କ୍ବାଥ ବୋଲାଯାଏ ]