Jump to content

କ୍ଯାଂ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ୟାଂ
ଉଚ୍ଚାରଣ: Kyāñ

ଗ୍ରା. ଅ—କିଆଁ; କାହିଁକି — Why; for what reason.

ଆହା ମଙ୍ଗରାଜେ ! ପୁଅମାନଙ୍କୁ କ୍ୟାଂ ପାଖ ପୂରାଅ ନାହିଁ— ଫକୀରମୋହନ. ଛମାଣ ଆଠକଗୁଣ୍ଠ