କ୍ରକଚ
ଦେଖଣା
କ୍ରକଚ —
ଉଚ୍ଚାରଣ: Krakacha
ସଂ. ବି (କ୍ର=ଅନୁକରଣ ଶବ୍ଦ+କଚ୍=ଶବ୍ଦ କରିବା+ଅ) —
୧: କରପତ୍ର; କରତି — ୧. A saw.
୨: କେତକ (ବୃକ୍ଷ) (ଦେଖ) ୨. Ketaka (tree) (See)
୩: ଯୋଗଶାସ୍ତ୍ରୋକ୍ତ ସାଧନ — ୩. An observance said of in J̄oga.
୪: ବାଦ୍ୟୟନ୍ତ୍ରବିଶେଷ — ୪. Name of a musical instrument.