Jump to content

କ୍ରକଚପୃଷ୍ଠୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରକଚପୃଷ୍ଠୀ
ଉଚ୍ଚାରଣ: Krakachaprusthī

ସଂ. ବି —

ପିଠିରେ କରତ ପରି କଣ୍ଟା ଥିବା ମାଛବିଶେଷ; କଉ — Cojus Cobojus (fish) with numerous small spines in the back).