Jump to content

କ୍ରତୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରତୁ
ଉଚ୍ଚାରଣ: Kratu

ସଂ. ବି. (କୃ ଧାତୁ=କରିବା=ଅତୁ) —

୧: ୟାଗ; ୟଜ୍ଞ — ୧. A vedic sacrifice or offering; sacrificial rite.

୨: ପୂଜା — ୨. Worship.

୩: ଇନ୍ଦ୍ରିୟ — ୩. Organ of sense.

୪: ବିଷ୍ଣୁ — ୪. Bishṇu.

୫: ଦଶ ଶ୍ରେଣୀ ମଧ୍ୟରୁ ଏକ ଶ୍ରେଣୀର ବିଶ୍ବେଦେବା ବା ପ୍ରଜାପତି — ୫. Name of a class of the Biṡwedebās or progenitors of mankind.

୬: ସପ୍ତର୍ଷିମାନଙ୍କ ମଧ୍ୟରୁ ଏକତମ — ୬. One of the seven sages.

୭: ସପ୍ତର୍ଷି ମଣ୍ଡଳର ନକ୍ଷତ୍ର ମଧ୍ୟରୁ ଏକତମ— (ନକ୍ଷତ୍ର ତଳେ ନୋଟ ଦେଖ) ୭. One of the stars of the constellation Great bear.

୮: ଧୀଶକ୍ତି; ବୁଦ୍ଧି —୮. Intelligence.

୯: ଭଗବତ ପ୍ରେରଣା —୯. Inspiration.

୧: ଶକ୍ତି; ସାମର୍ଥ୍ୟ —୧୦. Power; ability.

୧୧: ଉଦ୍ଦେଶ୍ୟ —୧୧. Plan; design; purpose.

୧୨: ସଂକଳ୍ପ —୧୨. Determination; resolution.

୧୩: ପରାମର୍ଶ —୧୩. Consulation.