Jump to content

କ୍ରଥକେଶକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରଥକେଶକ
ଉଚ୍ଚାରଣ: Krathakeṡika

ସଂ. ବି. (କ୍ରଥ ଧାତି=ଛେଦନ କରିବା + କେଶ+ ଇକ) —

ଭାରତର ଦକ୍ଷିଣପଶ୍ଚିମସ୍ଥ ବିଦଭ ଦେଶ; ଆଧୁନିକ ବେରାର ଅଞ୍ଚଳ — The ancient name of the country of berar

[ଦ୍ର— ଦମୟନ୍ତୀ ଏହି ଦେଶ ରାଜାଙ୍କ କନ୍ୟା ଥିଲେ ବୋଲି ଏହାଙ୍କ ନାମ ବୈଦର୍ଭୀ; ସମ୍ଭବତଃ ପୂର୍ବେ ଏ ଦେଶବାସୀମାନେ ଲଣ୍ଡା ହେଉଥିଲେ ବେଲି ଏ ନାମକରଣ ହେଇଅଛି]