କ୍ରନ୍ଦନ
ଦେଖଣା
କ୍ରନ୍ଦନ —
ଉଚ୍ଚାରଣ: Krandana
ସଂ. ବି. (କ୍ରନ୍ଦ ଧାତୁ=କାନ୍ଦିବା ବା ଭାବ. ଅନ) —
୧: କାନ୍ଦଣା; ରୋଦନ ୧. Weeping; crying; lamenting.
୨: ଆହାନ —୨. Calling.
୩: ବିରାଡ଼ି —୩. A cat.
୪: ପରସ୍ପର ଭଳ ବସିବାପାଇଁ ଡ଼କାଡ଼କି; ଆସ୍ଫାଳନ — ୪. Challening; mutual daring; defiance.