Jump to content

କ୍ରନ୍ଦିତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରନ୍ଦିତ
ଉଚ୍ଚାରଣ: Krandita

ସଂ. ବି. (କ୍ରନ୍ଦ୍ ଧାତୁ+ଭାବ. ତ) —

କ୍ରନ୍ଦନ; କାନ୍ଦିବା — Crying

ସଂ. ବିଣ —

୧: କାନ୍ଦୁଥିବା —୧. Crying.

୨: ଡ଼ାକୁଥିବା —୨. Calling