କ୍ରନ୍ଦ (ଧାତୁ)
ଦେଖଣା
କ୍ରନ୍ଦ (ଧାତୁ) —
ଉଚ୍ଚାରଣ: Krand (root)
ସଂ —
୧: କାନ୍ଦିବା —୧. To cry.
୨: ବିଳାପ କରିବା; ରଡ଼ିବା; ବାହୁନିବା — ୨. To bewail; to lament; to mourn; to weep.
୩: ଉଚ୍ଚୈଃ ସ୍ବରରେ ଚିତ୍କାରକରିବା — ୩. To cry out; to exclaim; to haloo.
୪: (ଘୋଡ଼ା) ହ୍ରେଷାରବ କରିବା —୪. To neigh.
୫: ଗର୍ଜନ କରିବା; ରଡ଼ି ଛାଡ଼ିବା — ୫. To yell; to howl; to roar.
୬: କଟ କଟ ହେବା —୬. To creat.