Jump to content

କ୍ରପ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରପ୍(ଧାତୁ) —
ଉଚ୍ଚାରଣ: Krap (root)

ସଂ. —

୧: ବିଳାପ କରିବା — ୧. To lament; to mourn

୨: ଦୟା ବହିବା; ସମବେଦନା ପ୍ରାକଶ କରିବା — ୨. To pity; to compassionate.

୩: ଯିବା —୩. To go

୪: ବାସନା କରିବା —୪. To long for; to desire.