କ୍ରବ୍ଯ
ଦେଖଣା
କ୍ରବ୍ୟ —
ଉଚ୍ଚାରଣ: Krabya
ସଂ. ବି. (କୃପ୍ ଧାତୁ=ଛେଦନ କରିବା+ୟ) —
୧: ମାଂସ —୧. Flesh
୨: କଞ୍ଚା ମାଂସ —୨. Raw meat; carrion.
କ୍ରବ୍ୟ —
ଉଚ୍ଚାରଣ: Krabya
ସଂ. ବି. (କୃପ୍ ଧାତୁ=ଛେଦନ କରିବା+ୟ) —
୧: ମାଂସ —୧. Flesh
୨: କଞ୍ଚା ମାଂସ —୨. Raw meat; carrion.