Jump to content

କ୍ରବ୍ଯଭୁକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରବ୍ୟଭୁକ
ଉଚ୍ଚାରଣ: Krabyabhuk

ସଂ. ବିଣ. ପୁଂ. (କ୍ରବ୍ୟ+ଭୁଜ ଧାତୁ+କ୍ବିପ୍.୧: ମା.୧: ବ) —

ମାଂସାଶୀ —Carnivorous.

ସଂ. ବି. —

୧: ରାକ୍ଷାସ —୧. Demon (who eats raw flesh).

୨: ମାଂସାଶୀ ଜନ୍ତୁ —୨. Carnivorous animal