Jump to content

କ୍ରବ୍ଯାଦ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରବ୍ୟାଦ
ଉଚ୍ଚାରଣ: Krabyāda

ସଂ. ବିଣ. ଓ ବି. (କ୍ରବ୍ୟ=ମାଂସ+ଅଦ୍ ଧାତୁ+ଅ) —

୧: କ୍ରବ୍ୟଭୁକ (ଦେଖ) ୧. krabyabhuk (See)

ବେଧ କ୍ରବ୍ୟାଦେଶ ଶ୍ରୀମରାମ ସନ୍ଦେଶ ପାଇଣ ସ୍ବଦେଶ ବନ ଭଞ୍ଜ. ବୈଦେହିଶବିଳାସ

୨: ଅଗ୍ନିଦେବ —୨. Fire-god.