Jump to content

କ୍ରମକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରମକ
ଉଚ୍ଚାରଣ: Kramaka

ସଂ. ବିଣ (କ୍ରମ୍ ଧାତୁ+ଅକ) —

୧: ନିୟମିତ; ଧାରାବାହିକ — ୧. Methodical; orderly.

୨: ଗତି କରୁଥିବା — ୨. Going; proceeding.

ସଂ. ବି. ପୁଂ —

ଯେଉଁ ଛାତ୍ର ଧାରାବାହିକ ଶିକ୍ଷା ଲାଭ କରେ — A student who goes through a regular course of studies.