Jump to content

କ୍ରମଭଙ୍ଗ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରମଭଙ୍ଗ
ଉଚ୍ଚାରଣ: Kramabhaṇga

ସଂ. ବି. (୬: ଷ୍ଠୀ ତତ୍; କ୍ରମ+ଭଙ୍ଗ) —

୧: ନିୟମ ଭଙ୍ଗ — ୧. An interruption in a methodical arrangement.

୨: ଅନିୟମ —୨. Irregularity.