Jump to content

କ୍ରମଶଃ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରମଶଃ
ଉଚ୍ଚାରଣ: Kramaṡaḥ

ସଂ. ଅ. (କ୍ରମ+ଶଃ) —

୧: କ୍ରମେ କ୍ରମେ — ୧. By and by.

୨: ଅନୁକ୍ରମେ; ପର୍ୟ୍ୟାୟକ୍ରମେ —୨. In due order or succession; seriatim.

୩: ଧୀରେ ଧୀରେ —୩. By degrees.

୪: ଶନୈଃ ଶନୈଃ; ହାଉଲେ ହାଉଲେ — ୪. Slowly.

୫: ଗୋଟି ଗୋଟି କରି —୫. Item by item.

ଦେ. ଅ —

କୌଣସି ରଚନା ବା ବିଷୟ ଏକ ପ୍ରବନ୍ଧରେ ଶେଷ ନ ହେଲେ ଅନ୍ୟ ପ୍ରବନ୍ଧକୁ ବାକୀ ବିଷୟ ରହିଲା, ଏ ପ୍ରବନ୍ଧରେ ଏ ବିଷୟ ସମ୍ପୂର୍ଣ୍ଣ ହେଲା ନାହିଁ—ଏହି ଅର୍ଥ ବୁଝାଇବା ପାଇଁ ଲାଖକ ଅସମ୍ପୁର୍ଣ୍ଣ ପ୍ରବନ୍ଧ ଶେଷରେ 'କ୍ରମଶଃ' ଲେଖନ୍ତି — A term 'to be continued' meaning to be continued in a future essay or issue (applied in cases of incomplete essays or subjects).