Jump to content

କ୍ରମଶେ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରମଶେ
ଉଚ୍ଚାରଣ: Kramaṡe

ଗ୍ରା. ଅ. (ସଂ. କ୍ରମଶଃ) —

କ୍ରମଶଃ; କ୍ରମେ କ୍ରମେ — Gradually.

ବିଧ୍ଵଂସନ ତମସ କ୍ରମଶେ, ବିକର୍ତ୍ତନ ଉଦେ ହୋଇ ଆସେ ଭଞ୍ଜ. ବୈଦେହୀଶବିଳାସ