Jump to content

କ୍ରମାନ୍ବଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରମାନ୍ବୟ
ଉଚ୍ଚାରଣ: Kramānwaya

ସଂ. ବି. (କ୍ରମ+ଅନ୍ବୟ) —

ପର୍ୟ୍ୟାୟକ୍ରମ; ଧାରାବାହିକରୂପେ; ଗୋଟିକ ପରେ ଗୋଟିଏ ହେବା — Regular order of a series.

ସଂ. ବିଣ —

୧: ପୂର୍ବ ପୁରୁଷଙ୍କ ଠାରୁ ଧାରାବାହିକରୂପେ ଗଡ଼ି ଆସୁଥିବା — ୧. Coming from one's ancestors in regular succession.

୨: ଉତ୍ତାରାଧିକାରୀ ରୂପେ ସିଂହାସନ ପ୍ରାପ୍ତ — ୨. One who has ascended the throne by inheritance.