Jump to content

କ୍ରମୁକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରମୁକ
ଉଚ୍ଚାରଣ: Kramuka

ସଂ. ବି. (କ୍ରମ+ଉକ) —

୧: କ୍ରମୁ (ଦେଖ) ୧. Kramu (See)

୨: ତୁଁ ତ ଗଛ; ବ୍ରହ୍ମଦାରୁ — ୨. The mulberry tree; Morus Indica. (M.W.)

୩: ଭଦ୍ର ମୁସ୍ତକ; ନାଗର ମୁଥା — ୩. Cyperus Rotundus.

୪: ପଟ୍ଟିକା ଲୋଧ୍ରବୃକ୍ଷ — ୪. The red variety of Lodhra tree.

୫: କପାଗଛର ଫଳ; କପାବକଡ଼ା — ୫. The fruit of the cotton tree (M.W.)