Jump to content

କ୍ରମୋଢ଼ା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରମୋଢ଼ା
ଉଚ୍ଚାରଣ: Kramoṟḍ̠ẖā

ସଂ. ବିଣ. ସ୍ତ୍ରୀ. (କ୍ରମ+ଊଢ଼ା) —

ବଡ଼ ଭଉଣୀମାନଙ୍କ ବିବାହ ପରେ ବିବାହିତା (ସାନ ଭଉଣୀ) — Married in order i.e. not before an elder sister.