କ୍ରଯ
ଦେଖଣା
କ୍ରୟ —
ଉଚ୍ଚାରଣ: Kraya
(ବିକ୍ରୟ—ବିପରୀତ)
(କ୍ରୀତ—ବିଣ)
ସଂ. ବି. (କ୍ରୀ ଧାତୁ=କିଣିବା+ଭାବ. ଅ) —
୧: କିଣିବା — ୧. Purchasing; buying.
୨: କିଣା ମୂଲ୍ୟ; ଜରସମନ — ୨. Purchase price (M.W.)
କ୍ରୟ —
ଉଚ୍ଚାରଣ: Kraya
(ବିକ୍ରୟ—ବିପରୀତ)
(କ୍ରୀତ—ବିଣ)
ସଂ. ବି. (କ୍ରୀ ଧାତୁ=କିଣିବା+ଭାବ. ଅ) —
୧: କିଣିବା — ୧. Purchasing; buying.
୨: କିଣା ମୂଲ୍ୟ; ଜରସମନ — ୨. Purchase price (M.W.)