ଶବ୍ଦାର୍ଥ:
କ୍ରୟଣ — ଉଚ୍ଚାରଣ: Krayaṇa
ସଂ. ବି. (କ୍ରୀ ଧାତୁ+ଭାବ. ଅନ) —
କିଣିବା କାର୍ଯ୍ୟ — Buying; purchasing.