Jump to content

କ୍ରଯବିକ୍ରଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରୟବିକ୍ରୟ
ଉଚ୍ଚାରଣ: Krayabikraya

ସଂ. ବି. (ବିପରୀତ ସହଚର; କ୍ରୟ+ବିକ୍ରୟ) —

୧: ଖରିଦ ବିକ୍ରି — ୧. Purchase and sale.

୨: ବାଣିଜ୍ୟ; ବ୍ୟବସାୟ — ୨. Business; trade.

ଦେ. ବି. (ଗଣିତ) —

କ୍ରୟ ବିକ୍ରୟାଦିସମ୍ବନ୍ଧୀୟ ଧାରା — (arithmetic) Method of solving questions regarding sale and purchase.