ଶବ୍ଦାର୍ଥ:
କ୍ରଶିତ — ଉଚ୍ଚାରଣ: Kraṡita
ସଂ. ବିଣ. (କୃଶ ଧାତୁ; ଣିଚ୍=କ୍ରଶି ଧାତୁ+କର୍ମ. ତ) —
ଶୀର୍ଣ୍ଣ —Emaciated; made thin.