କ୍ରଶୀୟାନ୍
ଦେଖଣା
କ୍ରଶୀୟାନ୍ —
ଉଚ୍ଚାରଣ: Kraṡīyān
(କ୍ରଶୀୟସୀ—ସ୍ତ୍ରୀ)
ସଂ. ବିଣ. ପୁଂ. (କୃଶ+ଅପେକ୍ଷାର୍ଥେ ଈୟସ୍; ୧: ମା. ୧: ବ) —
ଅପେକ୍ଷାକୃତ କୃଶ —Thinner; very thin.
କ୍ରଶୀୟାନ୍ —
ଉଚ୍ଚାରଣ: Kraṡīyān
(କ୍ରଶୀୟସୀ—ସ୍ତ୍ରୀ)
ସଂ. ବିଣ. ପୁଂ. (କୃଶ+ଅପେକ୍ଷାର୍ଥେ ଈୟସ୍; ୧: ମା. ୧: ବ) —
ଅପେକ୍ଷାକୃତ କୃଶ —Thinner; very thin.