Jump to content

କ୍ରାଥ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରାଥ
ଉଚ୍ଚାରଣ: Krātha

ସଂ. ବି. (କ୍ରଥ୍ ଧାତୁ+ଅ) —

ହତ୍ୟା; ମାରଣ — Murder; killing.