କ୍ରାନ୍ତିପାତ
ଦେଖଣା
କ୍ରାନ୍ତିପାତ —
ଉଚ୍ଚାରଣ: Krāntipāta
ସଂ. ବି. (କ୍ରାନ୍ତି+ ପାତ) —
(ଗଣିତ ଜ୍ଯୋତିଷ)— ଆକାଶରେ ବିଷୁବବୃତ୍ତ ଓ କ୍ରାନ୍ତିବୃତ୍ତମାନଙ୍କର ପରସ୍ପର ମିଳନ ବା ସଂକ୍ରମଣ —(astrenomy) The intersection of the ecliptic and the equinoctial circles.