କ୍ରାନ୍ତିବୃତ୍ତ
ଦେଖଣା
କ୍ରାନ୍ତିବୃତ୍ତ —
ଉଚ୍ଚାରଣ: Krāntibṛutta
ସଂ. ବି. (ଭୂଗୋଳ) —
୧: ସୂର୍ଯ୍ୟଙ୍କ ଗତି ଯୋଗୁଁ ପୃଥିବୀ— ଗୋଲକର ଚତୁର୍ଦ୍ଦିଗରେ କଳ୍ପିତ ଡ଼ିମ୍ବାକାର ବୃତ୍ତ — ୧. The ecliptic.
୨: କର୍କଟ କ୍ରାନ୍ତି ଓ ମକର କ୍ରାନ୍ତି ମଧ୍ୟରେ କଳ୍ପିତ ଭୂଭାଗ; ଗ୍ରୀଷ୍ମପ୍ରଧାନ ମଣ୍ଡଳ —୨. The tropics; the tropical zone.