କ୍ରାଯକ
ଦେଖଣା
କ୍ରାୟକ —
ଉଚ୍ଚାରଣ: Krāyaka
(ନାୟିକା—ସ୍ତ୍ରୀ)
ସଂ. ବି. ପୁଂ. (କ୍ରୀ ଧାତୁ+କର୍ତ୍ତୃ. ଅକ) —
୧: ଖରିଦଦାର୍; କ୍ରେତା —୧. Purchaser.
୨: ବେପାରୀ; ବଣିକ — ୨. Trader; merchant.
କ୍ରାୟକ —
ଉଚ୍ଚାରଣ: Krāyaka
(ନାୟିକା—ସ୍ତ୍ରୀ)
ସଂ. ବି. ପୁଂ. (କ୍ରୀ ଧାତୁ+କର୍ତ୍ତୃ. ଅକ) —
୧: ଖରିଦଦାର୍; କ୍ରେତା —୧. Purchaser.
୨: ବେପାରୀ; ବଣିକ — ୨. Trader; merchant.