Jump to content

କ୍ରିଡ଼ାପର୍ବତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରିଡ଼ାପର୍ବତ
ଉଚ୍ଚାରଣ: Krīṟḍ̠āparbata

ସଂ. ବି (ମ. ପ. ଲୋ. କ୍ରିଡ଼ାର୍ଥ ବ୍ୟବହୃତ ପର୍ବତ —

୧: ଯେଉଁ ପର୍ବତରେ ସୁଖଭୋଗାର୍ଥ ବିହାର କରାଯାଏ ୧. A mauntain where a person roves for pleasure.

୨: ବାହାରାର୍ଥ ପ୍ରସ୍ତୁତ କୃତ୍ରିମ ପର୍ବତ — ୨. An artificial hill constructed to be used as a resort for pleasure.