Jump to content

କ୍ରିତିଦ୍ବିଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରିତିଦ୍ବିଟ
ଉଚ୍ଚାରଣ: Kratudwiṭ

ସଂ. ବି. (କ୍ରିତୁ=ୟାଗ+ଦ୍ବିଷ୍ ଧାତୁ+କର୍ତ୍ତୃ. କ୍ବିପ; ୧: ମା.୧: ବ) —

୧: ରାକ୍ଷସ —୧. Demon

[ଦ୍ର— ଏମାନେ ୟାଗଭୂମିକୁ ଆକ୍ରମଣ କରି ୟାଗରେ ବାଧୀ ଜନ୍ମଉଥିବାରୁ ଏହି ନାମ]

୨: ଇନ୍ଦ୍ର —୨. Indra.

[ଦ୍ର—ଏକଶାତ ୟାଗ କଲେ ମନୁଷ୍ୟ ଇନ୍ଦ୍ରପଦ ପାଏ ବୋଲି ଇନ୍ଦ୍ରଙ୍କର ନାମ ଶତକ୍ରୁତ ଯେଉଁ ଲୋକ ଅନେକ ୟାଗ କରୁଥାଏ ତାହାର ଏକଶତ ସଂଖ୍ୟକ ୟାଗ ପୂର୍ଣ୍ଣ ହେଲେ ସେ ଇନ୍ଦ୍ରପଦ ପାଇବ, ଏହି ଆଶାଙ୍କାରେ ଇନ୍ଦ୍ର ଅସ୍ପରାମାନଙ୍କ ସାହାଯ୍ୟରେ ଏବଂ ଅନ୍ୟାନ୍ୟ ଅନେକ ଉପାୟରେ ସେ ଲୋକର ୟଜ୍ଞ ଭଣ୍ଡାରେ କରି ଦିଅନ୍ତି, ତେଣୁ ଇନ୍ଦ୍ରଙ୍କର ନାମ କ୍ରିତୁଦ୍ବିଟ୍]