Jump to content

କ୍ରିଯାକର୍ତ୍ତା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରିୟାକର୍ତ୍ତା
ଉଚ୍ଚାରଣ: Kriyākarttā

ସଂ. ବି. ପୁଂ —

୧: (୬: ଷ୍ଠୀ ତତ୍; କ୍ରିୟା+କର୍ତ୍ତା)—କ୍ରିୟା କରିବା ବ୍ୟକ୍ତି; ଯେ କ୍ରିୟା ସଂପାଦନ କରେ — ୧. Doer; agent; performer of an act.

୨: (ଦ୍ବନ୍ଦ; କ୍ରିୟା ଓ କର୍ତ୍ତା)—କାର୍ଯ୍ୟ ଓ କାର୍ଯ୍ୟ କରିବା ଲୋକ —Deeds and doer.