କ୍ରିୟାକଳାପ
ଦେଖଣା
(କ୍ରିଯାକଳାପରୁ ଲେଉଟି ଆସିଛି)
କ୍ରିୟାକଳାପ —
ଉଚ୍ଚାରଣ: Kriyākaḻāpa
ସଂ. ବି. (୬: ଷ୍ଠୀ ତତ୍; କ୍ରିୟା+କଳାପ) —
୧: କ୍ରିୟାସମୂହ — ୧. Series of acts.
୨: ଶାସ୍ତ୍ର ଓ ବେଦବିହିତ ଅନୁଷ୍ଠାନ ସକଳ — ୨. The whole body of ceremonies or rituals enjoined in the Hindu-Ṡāstras.