କ୍ରିଯାପଦ
ଦେଖଣା
କ୍ରିୟାପଦ —
ଉଚ୍ଚାରଣ: Kriyāpada
ସଂ. ବି. (କ୍ରିୟା+ପଦ) —
(ବ୍ୟାକରଣ) ଧାତୃର୍ଥ ପଦ (ଯଥା—କରିବା, ଯିବା, ଆସିବା) — (grammar) A verb.
କ୍ରିୟାପଦ —
ଉଚ୍ଚାରଣ: Kriyāpada
ସଂ. ବି. (କ୍ରିୟା+ପଦ) —
(ବ୍ୟାକରଣ) ଧାତୃର୍ଥ ପଦ (ଯଥା—କରିବା, ଯିବା, ଆସିବା) — (grammar) A verb.