Jump to content

କ୍ରିୟାପର

ଉଇକିଅଭିଧାନ‌ରୁ
(କ୍ରିଯାପରରୁ ଲେଉଟି ଆସିଛି)

ଶବ୍ଦାର୍ଥ:

କ୍ରିୟାପର
ଉଚ୍ଚାରଣ: Kriyāpara
(କ୍ରିୟାପରା—ସ୍ତ୍ରୀ)

ସଂ. ବିଣ. ପୁଂ. (ବହୁବ୍ରୀହି; କ୍ରିୟା ଅଟେ ପର ବା ଶ୍ରେଷ୍ଠ ୟାହାର) —

୧: କର୍ତ୍ତବ୍ୟପରାୟଣ; କର୍ତ୍ତବ୍ୟନିଷ୍ଠ — ୧. Dutiful.

୨: ବୈଦିକ କର୍ମାନୁଷ୍ଠାନରେ ରତ — ୨. Engaged in the performance of Vedic duties.