Jump to content

କ୍ରିୟାବାଚକ

ଉଇକିଅଭିଧାନ‌ରୁ
(କ୍ରିଯାବାଚକରୁ ଲେଉଟି ଆସିଛି)

ଶବ୍ଦାର୍ଥ:

କ୍ରିୟାବାଚକ
ଉଚ୍ଚାରଣ: Kriyābāchaka

ସଂ. ବିଣ. —

(ବ୍ୟକରଣ) ୟାହା କୌଣସି କ୍ରିୟାକୁ ବୁଝାଏ; କ୍ରିୟା ପ୍ରକାଶକ ବା କ୍ରିୟା ନିର୍ଦ୍ଦେଶକ — Verbal; denoting a verb; signiflying an action.