Jump to content

କ୍ରିୟାବାଚକ ବିଶେଷ୍ଯ

ଉଇକିଅଭିଧାନ‌ରୁ
(କ୍ରିଯାବାଚକ ବିଶେଷ୍ଯରୁ ଲେଉଟି ଆସିଛି)

ଶବ୍ଦାର୍ଥ:

କ୍ରିୟାବାଚକ ବିଶେଷ୍ୟ
ଉଚ୍ଚାରଣ: Kriyābāchaka biṡeshya

ସଂ. ବି —

(ବ୍ୟାକରଣ) ଯେଉଁ ବିଶେଷ୍ୟପଦ— ଦ୍ବାରା କୌଣସି କ୍ରିୟା ବୁଝାଯାଏ ଏବଂ ବେଳେବେଳେ ୟାହା ସଙ୍ଗେ 'କରିବା' ଅର୍ଥବୋଧକ କ୍ରିୟା ଯୁକ୍ତ ହୋଇ ନୂତନ କ୍ରିୟା ସୃଷ୍ଟି ହୁଏ (ଯଥା— ଗମନ. କରଣ, ଛେଦନ, କରିବା, ଶୋଇବା, ଦେବା ଇତ୍ୟାଦି) —(grammar) Verbal nouns; (e.g. going; doing; cutting).