Jump to content

କ୍ରିୟାବାନ୍

ଉଇକିଅଭିଧାନ‌ରୁ
(କ୍ରିଯାବାନ୍ରୁ ଲେଉଟି ଆସିଛି)

ଶବ୍ଦାର୍ଥ:

କ୍ରିୟାବାନ୍
ଉଚ୍ଚାରଣ: Kriyābān
(କ୍ରିୟାବତୀ—ସ୍ତ୍ରୀ)

ସଂ. ବି. (କ୍ରିୟା+ବତ୍; ୧: ମା. ୧: ବ) —

୧: ଯେ ଶାସ୍ତ୍ରୋକ୍ତ ବିଧି ବା ଆଚାର ଅନୁସାରେ ଚଳେ — ୧. Practising rites or conduct enjoined in the Ṡāstras or the Bedas.

୨: କୌଣସି କର୍ମରେ ଲାଗିଥିବା — ୨. Engaged in any work.

୩: କୌଣସି କର୍ମ କରିବାରେ ନିପୁଣ — ୩. Versed in the practice of some act.