Jump to content

କ୍ରିଯାସମଭିହାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରିୟାସମଭିହାର
ଉଚ୍ଚାରଣ: Kriyāsamabhihāra

ସଂ. ବି. (୬: ଷ୍ଠୀ ତତ୍; କ୍ରିୟା+ସମଭିହାର) —

କୌଣସି କ୍ରିୟାର ପୁନଃ ପୁନଃ କରଣ — Repetition of an act.