କ୍ରିୟାସମାପ୍ତି
ଦେଖଣା
(କ୍ରିଯାସମାପ୍ତିରୁ ଲେଉଟି ଆସିଛି)
କ୍ରିୟାସମାପ୍ତି —
ଉଚ୍ଚାରଣ: Kriyāsamāpti
ସଂ. ବି. (୬: ଷ୍ଠୀ ତତ୍; କ୍ରିୟା+ସମାପ୍ତି) —
କୌଣସି କ୍ରିୟାର ଶେଷ ହେବା — The accomplishment of an act.
[ଦ୍ର—କ୍ରିୟାର ସମାପ୍ତି, ଯଥା—ମୁଁ ଭାତ ଖାଇଲି; ଅସମାପ୍ତି ଯଥା—ମୁଁ ଭାତ ଖାଉଁ ଖାଉଁ (ଉଠି ଆସିଲି)]