Jump to content

କ୍ରିୟମାଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରିୟମାଣ
ଉଚ୍ଚାରଣ: Kriyamāṇa
(କ୍ରିୟମାଣା—ସ୍ତ୍ରୀ)

ସଂ. ବିଣ. ପୁଂ (କୃ ଧାତୁ+ ଶାନଚ୍) —

ୟାହା କରା ହେଉ ଅଛି — Which is being done.